Browsing Tag

ଡ଼ଃ ଅବଦୁଲ କାଲାମ ଜନକଲ୍ୟାଣ ପରିଷଦ ଓ ଦେବୀକୃପା ସଫ୍ଟ ଡ୍ରିଂକ୍ସ ତରଫରୁ ବୃକ୍ଷ ରୋପଣ

ରମ୍ଭା ଗାୟତ୍ରୀ ଶକ୍ତିପୀଠ, ଡ଼ଃ ଅବଦୁଲ କାଲାମ ଜନକଲ୍ୟାଣ ପରିଷଦ ଓ ଦେବୀକୃପା ସଫ୍ଟ ଡ୍ରିଂକ୍ସ ତରଫରୁ ବୃକ୍ଷ ରୋପଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଖଲ୍ଲିକୋଟ ବ୍ଲକ ଅଧିନସ୍ଥ ଡ଼ିମିରିଆ ପଞ୍ଚାୟତର ନୂଆ ବରପଲ୍ଲୀ ଠାରେ ଦେବୀକୃପା ସଫ୍ଟ ଡ୍ରିଂକ୍ସ, ଡ଼ଃ.ଅବଦୁଲ କାଲାମ ଜନକଲ୍ୟାଣ ପରିଷଦ ଖଲ୍ଲିକୋଟ ଓ ଗାୟତ୍ରୀ ଶକ୍ତିପୀଠ ରମ୍ଭାର ମିଳିତ ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...