ଆନ୍ଧ୍ର ସଂସ୍କୃତିରେ ବମଲୁ-ଗୋଲୁ ପୂଜା ସଜ୍ଜା ଦଶହରା ପର୍ବର ଏକ ନିଆରା ପରମ୍ପରା
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପଡୋଶୀ ସୀମାନ୍ତ ଆନ୍ଧ୍ର ଇଚ୍ଛାପୁର, ବ୍ରହ୍ମପୁର, ଛତ୍ରପୁରର କେତେକ ତେଲୁଗୁ ସମ୍ପ୍ରଦାୟର କମା, ବ୍ରାହ୍ମୀଣ, ଧନୀଶ୍ରେଣୀ ଏବଂ ସୃଜନଶୀଳ କୁଟୁମ୍ବଙ୍କ ଘରେ ଘରେ ଦଶହରା ଭିତ୍ତି ଅବସରରେ ଏବେବି ଏହି ନିଆରା ଧର୍ମର "ବମଲୁ-ଗୋଲୁ" ପୂଜା ଆସର ସୁନ୍ଦର!-->…
Read More...
Read More...