Browsing Tag

ଅସହାୟ ଶିଶୁଙ୍କ ପ୍ରତି ହାତ ବଢାଇଲେ ଯାଦବ ସମାଜ

ଅସହାୟ ଶିଶୁଙ୍କ ପ୍ରତି ହାତ ବଢାଇଲେ ଯାଦବ ସମାଜ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଙ୍ଗୋମୁଣ୍ଡା ବ୍ଲକ୍ ଅଲଣ୍ଡା ପଞ୍ଚାୟତ ନୂଆପଡ଼ା ଗାଁର ପ୍ରତିମା ବାଗ୍ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ସ୍ୱାମୀ ୭ ବର୍ଷ ହେଲା ଦାଦନ ଯାଇ ଫେରି ନାହାନ୍ତି । ତାଙ୍କର ଦୁଇ ପୁଅ କୈଳାସ ଓ କରନ ଅସହାୟ ହୋଇ ପଡିଛନ୍ତି । ଆଜି ଜିଲ୍ଲା ଯାଦବ ମହାସଭା, ବଲାଙ୍ଗିରର
Read More...