ଅଙ୍ଗଦାନ କରିଥିବା ସ୍ୱର୍ଗତ ବିପିନ ପ୍ରଧାନଙ୍କ ପତ୍ନୀ ରେଣୁ ପ୍ରଧାନ ସୂରଜ ସମ୍ମାନରେ ସମ୍ମାନିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଙ୍ଗଦାନ କରିଥିବା ସ୍ୱର୍ଗତ ବିପିନ ପ୍ରଧାନଙ୍କ ପତ୍ନୀ ରେଣୁ ପ୍ରଧାନଙ୍କୁ ‘ସୂରଜ ସମ୍ମାନ’ରେ ସମ୍ମାନିତ କରାଯାଇଛି । ସ୍ୱର୍ଗତ ବିପିନ ପ୍ରଧାନ!-->…
Read More...
Read More...