centurian jitm

ଆଧ୍ୟାତ୍ମିକ ମାନସିକତା ମହିଳାଙ୍କ ପାଇଁ ଉପାଦେୟ

nschool
  • ସୁଶ୍ରୀ ସ୍ନେହଲତା

ଆଧ୍ୟାତ୍ମିକ ମାନସିକତା ମହିଳାଙ୍କ ପାଇଁ ଉପାଦେୟ ବୋଲି ପ୍ରମାଣିତ ହୁଏ । ଏଠାରେ ଧର୍ମାନ୍ଧତାର କଥା କୁହାଯାଉ ନାହିଁ କିମ୍ବା ଅନ୍ଧବିଶ୍ୱାସୀ ହେବା କଥା ଜମାରୁ କୁହାଯାଉ ନାହିଁ । ଆଧ୍ୟାତ୍ମିକ ହେବା କଥା ହିଁ କୁହାଯାଉଛି । ଆଧ୍ୟାତ୍ମିକ ମାନସିକତା ଧାରଣ କଲେ କ’ଣ କ’ଣ ଲାଭ ମିଳିଥାଏ ଆସନ୍ତୁ ଜାଣିବା ।

  • ଜୀବନରେ ଶୃଙ୍ଖଳା ଆସିଥାଏ ।
  • ପରିବାର ପ୍ରତି ଉଚିତ୍‌ ମାର୍ଗଦର୍ଶନର ଜ୍ଞାନ ଉଦୟ ହୁଏ ।
  • ନିଜକୁ ଓ ନିଜର ଆୟୁଷ୍କାଳକୁ ଚିହ୍ନବା ସହଜ ହୋଇଯାଏ ।
  • ଅନ୍ୟଙ୍କ ପ୍ରତି ଦୟା, ସ୍ନେହ, ଶ୍ରଦ୍ଧା ବଢ଼ିବା ସହ କ୍ଷମା ଦେବା ଭଳି ମହାନ୍‌ ଆଦର୍ଶ ନିଜ ଭିତରେ ଉଦୟ ହୁଏ ।
  • ଜୀବନ ଯାତ୍ରାର ନାନା ପ୍ରକାର ଦୁଃଖ ଓ ସମସ୍ୟା ସହିବାକୁ ସହଜ ହୁଏ ।
Leave A Reply

Your email address will not be published.