୪୫ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ମୁରିବାହାଲ ଏପିଓ ସୁଶାନ୍ତ କୁମାର ଦାସ

ମୁରିବାହାଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ମନରେଗାର ଆସିଷ୍ଟାଣ୍ଟ ପୋଗ୍ରାମିଂ ଅଫିସର ସୁଶାନ୍ତ କୁମାର ଦାସ ଭିଜିଲାନ୍ସ ଜାଲରେ ପଡିଥିବା ଖବର ମିଳିଛି । ସୂଚନା ଅନୁସାରେ ପୋଖରୀ ମରାମତି କାମର ବିଲ୍‌ କରାଇଦୋବାକୁ ୪୫ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.