oom

ଜିଲ୍ଲା ସ୍ତରୀୟ ତୈଳିକ ବୈଶ ସମାଜର ବାର୍ଷିକ ଉତ୍ସବ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ତରୀୟ ତୈଳିକ ବୈଶ ସମାଜର ବାର୍ଷିକ ଉତ୍ସବ ହରିଓମ୍‌ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ନଗର ସଭାପତି ରେବତୀ ସାହୁ, ସମ୍ପାଦକ ପରମାନନ୍ଦ ସାହୁ, ଉମାକାନ୍ତ ସାହୁ, ପ୍ରଦୀପ କୁମାର ସାହୁ, ରବି କୁମାର ସାହୁ, ଜାତୀୟ ତେଲି ସମାଜ ଉପସଭାପତି ଅରୁଣ କୁମାର ସାହୁ, ସୋନପୁର ଜିଲ୍ଲାର ସଭାପତି ପକଂଜ କୁମାର ସାହୁ ଯୋଗଦାନ କରି ସମାଜ ଭାଇ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଜିଲ୍ଲାର ଚଉଦ ଗୋଟି ବ୍ଲକର ସଭାପତି, ସମ୍ପାଦକ ଓ ସମାଜ ଭାଇମାନେ ଯୋଗ ଦେଇଥିଲେ । ବିକାଶ ରଂଜନ ସାହୁ ସଭା ମଚଂ ପରିଚାଳନା କରିଥିଲେ । ଶେଷରେ ପ୍ରସନ୍‌ନ୍ନ କୁମାର ସାହୁ ଧନ୍ୟବାଦ ଦେଇ ସଭା ସାଗଂ କରିଥିଲେ ।

jittmm
Leave A Reply

Your email address will not be published.