om academy

ରାଜ୍ୟ ଯୁବ ସମାଜସେବୀ ମହାସଂଘର ରାଜ୍ୟ ଉପସଭାପତି ହେଲେ ବଲାଙ୍ଗିରର ସୋମନାଥ ମିଶ୍ର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଯୁବ ସମାଜସେବୀ ମହାସଂଘର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି ବଲାଙ୍ଗିରର ତଥା ସାରା ଓଡିଶାରେ ସମାଜସେବା କ୍ଷେତ୍ରରେ ନା କରିଥିବା ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି ।

1 Comment
  1. Motilal says

    Congratulations my brother keep on for needy

Leave A Reply

Your email address will not be published.