oom

୮୪ ଘର ଅଘରିଆ ସମାଜର ବାର୍ଷିକ ମୁଖପତ୍ର ଅଘରିଆ ଜ୍ୟୋତି ଉନ୍ମୋଚିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରଥଯାତ୍ରା ଅବସରରେ ୮୪ ଘର ଅଘରିଆ ସମାଜର ଆଞ୍ଚଳିକ କମିଟି ବଲାଙ୍ଗିର ଜିଲ୍ଲାର ବାର୍ଷିକ ମୁଖପତ୍ର, ଅଘରିଆ ଜ୍ୟୋତି ଏକବିଂଶ ସଂଖ୍ୟା ସହ ସମ୍ବିଧାନ ଓ ନିୟମାବଳୀ ଅଘରିଆପଡା ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ପୂଜାର୍ଚ୍ଚନା ପରେ ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ସମାରୋହରେ ଉପସଭାପତି ଲିଲି ପଟେଲ, ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ, ପୁସ୍ତକ କମିଟି ମୁଖ୍ୟ ସମ୍ପାଦକ ସନ୍ତୋଷ କୁମାର ରାଉତ, ସଭ୍ୟ ଭକ୍ତ ଚରଣ ନାଏକ, ମହେନ୍ଦ୍ର ପଟେଲ, ଦାଶରଥି ପଟେଲ, ସୁରେନ୍ଦ୍ର ପଟେଲଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଦ୍ୱାରିକା ନାଥ ପଟେଲ, ରାଜ କୁମାର ପଟେଲ, ଚିତ୍ତରଞ୍ଜନ ପଟେଲ, ମିତ୍ରଭାନୁ ରାଉତ, ବଲାଙ୍ଗିର ମଣ୍ଡଳ ସଭାପତି ଗୋବିନ୍ଦ ପଟେଲ, ଭାଲେର ମଣ୍ଡଳ ଉପସଭାପତି ପ୍ରଭୁ ପ୍ରସାଦ ନାଏକ, ଗୁଡ଼ି ସଭାପତି ମନୋରଞ୍ଜନ ସାଏ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମଧୁସୂଦନ ସାଏ, ମଦନ ନାଏକ, ଧୋବାଇ ପଟେଲ, ଦୁଃଶାସନ ନାଏକ, ଶ୍ରୀନିବାସ ନାଏକ, ରାମେଶ୍ୱର ନାଏକ, ଉତ୍ତମ ପଟେଲ, କରୁଣାକର ପଟେଲ, ସୁଧାର୍ଥୀ ପଟେଲ, ପ୍ରଫୁଲ୍ଲ ନାଏକ, ଯୁଗ୍ମ ସମ୍ପାଦକ ମୁକୁନ୍ଦ ପଟେଲ, ଅଫିସ ସମ୍ପାଦକ ସୁରଥ ନାଏକ, ଆନନ୍ଦ କୁମାର ପଟେଲ, ଗୃହନିର୍ମାଣ କମିଟି ସୁଶାନ୍ତ ପଟେଲ, ଚମରୁ ପଟେଲ, କୃଷକ ମଞ୍ଚ ସଭାପତି ଉଦୟ ନାଏକ, ମହିଳା ମଞ୍ଚ ସଭାନେତ୍ରୀ ମିତା ରାଉତ, ସମେତ ମନୋରଞ୍ଜନ ରାଉତ, ହରେକୃଷ୍ଣ ପଟେଲ, ବୁଦ୍ଧଦେବ ନାଏକ, ଜୟକୃଷ୍ଣ ନାଏକ, ନୀଳମଣି ପଟେଲ, ବିରଞ୍ଚି ରାଉତ, ଦୁର୍ବାଦଳ ପଟେଲ, ନିର୍ମଳ ସାଏ, ଲକ୍ଷ୍ମୀନାରାୟଣ ସାଏ, ସଞ୍ଜୟ ସାଏ, ସଦାନନ୍ଦ ନାଏକ, ଲିପି ସାଏ, ନୀଳକାନ୍ତି ନାଏକ, ଦେବଦତ୍ତ ପଟେଲ, ପ୍ରମୋଦ ପଟେଲ ଓ ଭକ୍ତବନ୍ଧୁ ପଟେଲଙ୍କ ସମେତ ସମାଜର ଅନେକ ଶୁଭେଚ୍ଛୁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.