centurian jitm

ପ୍ରାରମ୍ଭ ତାଲିମ ଶିବିର ଉଦ୍‌ଯାପିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନ, ବଲାଙ୍ଗିରଙ୍କ ସହଭାଗିତାରେ ପରିଚାଳିତ ପ୍ରାରମ୍ଭ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ସାଧନ କର୍ମୀ ପ୍ରିୟମ୍ବଦା ଦାସ, ବେଣୁଧର ମାଝୀ, ରଶ୍ମିତା ମହାନ୍ତି ଓ ହୋଲିଶ୍ଵର ଧରୁଆ ତାଲିମ ଶିବିର ପରିଚାଳନା କରିଥିଲେ । ଉଦ୍‌ଯାପନୀ ସଭାରେ ବଲାଙ୍ଗିର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା ମଞ୍ଚାସୀନ ହୋଇଥିବା ବେଳେ ହୋଲିଶ୍ଵର ଧରୁଆ ସଭା ପରିଚାଳନା କରିଥିଲେ ଓ ରାଜକୁମାର ବରାଡ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରେ ମମତା ଦାସ, ବିଷ୍ଣୁ ପ୍ରିୟା ବେହେରା, ଦୀନବନ୍ଧୁ ନାଏକ, ହେମାଞ୍ଜଳି ପାଢ଼ୀ, ଶଙ୍କର୍ଷଣ ଖୁଆସ, ରାକେଶ ପରିଡ଼ା, ଲିଲି କୁମାରୀ ପଣ୍ଡା, ନିର୍ଝରୀକା ନାୟକ, ପ୍ରଦୀପ ଖମାରୀ, ସୁରେଶ କୁମାର ସାହୁ, କନକଲତା ପାଣିଗ୍ରାହୀ, ପ୍ରତିଭା ପାଟ୍ଟଯୋଶୀ, ବିନୋଦିନୀ ରଣା, କଶ୍ମୀରା ନାୟକ, ବୈଷ୍ଣବ ତାଣ୍ଡି, ଶ୍ରୀମା ବେଜ, ମୀନା କୁମାରୀ ଷଡ଼ଙ୍ଗୀ, ସତ୍ୟପ୍ରିୟା ଷଡ଼ଙ୍ଗୀ, ବିନିତାରାଣୀ ଦାସ, ସଂଯୁକ୍ତା ସ୍ଵାଇଁ, ସଙ୍ଗୀତା ନାଗ, ବିଜୟଲକ୍ଷ୍ମୀ ଖେତି, ବବିତା ଷଡ଼ଙ୍ଗୀ, କବିତା ତ୍ରିପାଠୀ, ସନ୍ତୋଷିନୀ ମିଶ୍ର, ମନୋଜ କୁମାର ମିଶ୍ର, ଆକୃତି ପଣ୍ଡା, ଲଲିତା ଦାସ, ରାଜେନ୍ଦ୍ର ମହାକୁର, ମହାଦେବ ବଡ଼କା, ରାଜକୁମାର ବରାଡ, ଅହଲ୍ୟା ଖଟୁଆ, ଆରତୀ ସାହୁ, ସୁଚିତା ରାଣୀ ନନ୍ଦ, ସୁଲତା ଛତ୍ରିଆ, ମୀନା କୁମାରୀ ନାଗ, ଓମ୍ ପ୍ରକାଶ ସାହୁ, ପଦ୍ମିନୀ ବାଗ, ସନ୍ତୋଷିନୀ ମାଝୀ, ଗୀତାଞ୍ଜଳି ପଟେଲ, ବିଜୟ ରାଣୀ ମନହୀରା, ଉତ୍ତମା ବାଗ, ସୁନୀତା ନନ୍ଦିନୀ ସାହୁ, ଜୟଶ୍ରୀ ପାଣିଗ୍ରାହୀ ଓ ବିରଜା ଲକ୍ଷ୍ମୀ ରାଜଗୁରୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!