ଛତ୍ରପୁରରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବ୍ର‌ହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ପ୍ରଥମ ଦିନ ଅପରା‌ହ୍ନରେ ଆରମ୍ଭ ହୋଇଥିବା ଖେଳରେ ୪- ୩ ଗୋଲରେ କୋରାପୁଟ ଟିମ ବିଜୟୀ ହୋଇଛି । ଦ୍ୱିତୀୟ ଦିନ ଅର୍ଥାତ ଗୁରୁବାର ଆଜି ସକାଳ ୮ ଘଂଟାରେ ଆରମ୍ଭ ହୋଇଥିବା ଏହି ଫୁଟବଲ ମ୍ୟାଚଚରେ ଭଞ୍ଜନଗର ସହ ଭୁବନେଶ୍ୱର ଟିମ ମଧ୍ୟରେ ଖେଳ ହୋଇଥିଲା । ଛତ୍ରପୁରର ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ପୂର୍ବାହ୍ନରେ ଅନୁଷ୍ଠିତ ଖେଳରେ ଭଞ୍ଜନଗରକୁ ହରାଇ ଭୁବନେଶ୍ୱର ଟିମ ୨-୩ ଗୋଲରେ ବିଜୟୀ ହୋଇଛି । ଆଜି ଅପରାହ୍ନ ୨ ଘଣ୍ଟାରେ କନ୍ଧମାଳ ସହ ସୋନପୁର ମଧ୍ୟରେ ଜୋରଜାର ଲଢେଇ ଚାଲିଥିବା ସୂଚନା ରହିଛି ।

Leave A Reply

Your email address will not be published.