ବିଳମ୍ବିତ ରାତିରେ ଗଛକୁ ପିଟିଲା ଟ୍ରକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ସମ୍ବଲପୁର ରାସ୍ତାରେ ବିଳମ୍ବିତ ରାତିରେ ଏକ ଟ୍ରକ୍‌ (ୟୁପି ୭୦ ଏଫ୍‌ଟି ୩୦୪୨) ଭାରସାମ୍ୟ ହରାଇ ଏକ ବଡ ଗଛକୁ ପିଟି ଦେଇଛି । ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି । କେବଳ ଗାଡି ସାମ୍ନା ପଟ ଚୂରମାର ହୋଇଯାଇଛି । ରାସ୍ତା ମଝିରେ ଗଛକୁ ପିଟି ଗାଡି ରହିଯାଇଥିବାରୁ ଲୋକଙ୍କ ଯିବା ଆସିବାରେ ବାଧା ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.