ବଲାଙ୍ଗିର, (କେପିଏନ୍ଏସ୍) : ଥେବୁଛେ କରୋନା ସଂକ୍ରମଣ । ଥାବେ ରହୁନ୍ ଗାଁ ମାଁର୍ ଲୁକେ । ଦେଶ୍ ଥି ଯେନ୍ତା କମିଛେ, ରାଏଜ୍ ଥି ବି ହେନତା ଦିନୁଁ ଦିନ୍କେ କମ୍ତେଲ୍ ଆସୁଛେ । ବଲାଙ୍ଗିର୍ ଜିଲ୍ଲା ଥି ବି ତାର୍ ଦମ୍ ଦୁର୍ବଲ୍ ହଉଛେ । ଇଥି ଯହ ଉସତ୍ ହେଇ କରି ସରକାରୀ କୋଭିଡ଼୍ ଗାଇଡ୍ ଲାଇନ୍ କେ ଅନ୍ଦେଖା ନେଇଁ କରୁନ୍ । ଟିକେ ବି ହେଲୁଆ ହେଲେ ନେଇଁ ଚଲେ । ମୁନୁଷ୍ ଭେଲି ଥୁ ପୂରାପୁରି ପର୍ଛା ନେଇଁ ହେବାର୍ ତାଏଲ୍ କାଲ୍ମୁହାଁ କରୋନା । ଗଲା ଦିନ୍ ମାନ୍କେ ଗୁର୍ଦୁ ଚିହ୍ନାର୍ ମୁହୁଁ ମାନ୍କୁ ହଜେଇ ଦେଇଛେ । ଏଛିନ୍ ବି ତାର୍ ପର୍କୋପ୍ ଅଛେ । କାଁ ଭାଁ କିଏ କେନ୍ତା ଜୀବନ୍ ଗୁଅଁଉଛନ୍ ତାଏଲ୍ । ଇନ୍ତା ସମିଆଁ ଥି ଆମ୍କେ ହୁସିଆର୍ ହେବାର୍ କେ ପଡ଼୍ବା । ମୁହେଁ ମାସ୍କ୍ ଲଗଉନ୍, ହର୍ମେସା ସେନିଟାଇଜର୍ ବେଭାର୍ କରୁନ୍, ଭିଡ଼୍ଭାଡ଼୍ ଠାନ୍କେ ନେଇଁ ଯଉନ୍, ସଫା ସୁତ୍ରା ରହୁନ୍ ଆର୍ କରୋନା କଟ୍କନା କେ ମାନି କରି ଚଲୁନ୍ । ହୁସିଆର୍ ହେଲେ ହରେଇ ହେବା କରୋନା କେ, ମାତର୍କ’ ହେଲୁଆ ହେଲେ ହେବ୍ଲେଇ ଦେବା ।
Next Post