ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା : ଜେଲରେ ତଦନ୍ତ କରୁଛନ୍ତି ଡିଆଇଜି ଅନୁସୂୟା ଜେନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଜେଲରେ ତଦନ୍ତ କରୁଛନ୍ତି ଡିଆଇଜି ଅନୁସୂୟା ଜେନା । ତଦନ୍ତରେ ଅବହେଳା କରିଥିବା ନେଇ ଜଣେ ୱାର୍ଡନ ଷ୍ଟାଫ ହେଲେ ନିଲମ୍ବିତ । ୱାର୍ଡନ ଜଣକ ଅକ୍ଷୟ ଚନ୍ଦ୍ର ମହାନ୍ତି ବୋଲି ଜଣାପଡିଛି । ନିଜ ଗାମୁଛାରେ ଝରକାରେ ଆତ୍ମହତ୍ୟା କରିଥିବା ନେଇ କହିଲେ ଡିଆଇଜି ଅନୁସୂୟା । ସେ କହିଲେ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ତାଙ୍କ ସୀମା ବାହାରେ । ପରବର୍ତ୍ତୀ ପଦକ୍ଷେପ ଉଚ୍ଚ ଅଧିକାରୀ ନେବେ ।

Leave A Reply

Your email address will not be published.