ତାଲପାଲିପଡ଼ାରେ ସ୍ଵାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୩ରେ ୭୬ତମ ସ୍ଵାଧୀନତା ଦିବସ ପାଳିତ ହୋଇାଯାଇଛି । ୱାର୍ଡର କାଉନସିଲର ଶ୍ରୀମତୀ ରଜନୀ ବନ୍‌ଛୋର୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ନିଜର ଅଭିଭାଷଣ ପ୍ରଦାନ କରିଥିବା ବେଳେ ୱାର୍ଡର ବଜରଙ୍ଗ ବନ୍‌ଛୋରଙ୍କ ସମେତ ମାନଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.