oom

ବଲାଙ୍ଗିର ବିଜେପି ମହିଳା ମୋର୍ଚ୍ଚା ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜି ସକାଳ ୧୦ଟା ସମୟରେ ଟିକରାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ପିପି ଏକାଡେମୀ ପରିସର ମଧ୍ୟରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ୱରେ ଫିରୋଜା ବିବି, ସଞ୍ଜୁ ନାୟକ, ଅନୁଛାୟା ବାବୁ, ବାସନ୍ତୀ ଜେନା, ସରିତା ଯୋଶୀ, ସୌଦାମିନୀ ମିଶ୍ର, କଲ୍ୟାଣୀ ଆଡ଼ବାଙ୍କ, ସୁଧାରଣୀ ସ୍ୱାଇଁ, ଲୋଭାବତୀ ଜେନା ପ୍ରମୁଖ ମହିଳା କାର୍ଯ୍ୟକର୍ତ୍ତା ତଥା ଏନ୍‌ସିସି ଏବଂ ସ୍କାଉଟର ଅନେକ ଛାତ୍ର ପ୍ରଧାନଶିକ୍ଷକ ସିନୁ ସୁନ୍ଦର ପାଢୀ, ତାଙ୍କର ଅନେକ ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.