oum

ପ୍ରଶାସନ ଶୁଣିଲାନି : ଗ୍ରାମବାସୀ ରାସ୍ତା ନିର୍ମାଣ କଲେ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ଗ୍ରାମ ପଚାଂୟତର କୁଆପଦା ଗାଁ ଠାରୁ ଶ୍ରୀଶ୍ରୀ ବାବା ବଣିକ୍ରେଶ୍ୱର ଦେବ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୧କିମି. ରାସ୍ତା ବହୁବର୍ଷ ଧରି ଖାଲଢିପ, ଆବଡା ଖବଡା ହୋଇ ପଡିଥିଲା । ଲୋକେମାନେ ଯାତାୟତରେ ନାହିଁନଥିବା ଅସସୁବିଧାରେ ସମ୍ମୁଖୀନ ହେଉଥିଲେ । ଏନେଇ ଗ୍ରାମବାସୀ ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅବଗତ କରାଗଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ଶେଷରେ ବାଧ୍ୟ ହୋଇ ଆଜି କୁଆପଦା ଗ୍ରାମବାସୀ ପକ୍ଷରୁ ଏହି ରାସ୍ତା ନିର୍ମାଣ ସମ୍ପର୍ଣ୍ଣ କରିଛନ୍ତି ।

Leave A Reply

Your email address will not be published.