ମାଟିର ଗୌରବ ସମ୍ମାନ ପାଇଲେ ସୁଚିସ୍ମିତା ଷଡଙ୍ଗୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ କୋଶଳ ପ୍ରବାହର ୨୨ ତମ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ ମାଟିର ସୁନାମଧନ୍ୟ ନୃତ୍ୟଶିଳ୍ପୀ ସୁଚିସ୍ମିତା ଷଡଙ୍ଗୀଙ୍କୁ ଚଳିତ ବର୍ଷର ମାଟିର ଗୌରବ ସମ୍ମାନ ପ୍ରଦାନ କରାଯାଇଛି । ଯାହୁକ ନେଇ ଚାରିଆଡୁ ସୁଚିସ୍ମିତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.