ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରର ଏକ ବୁଦା ଭିତରୁ ସ୍କୁଟି ଠାବ କରିଛି ପୋଲିସ । ସୂଚନା ଅନୁସାରେ ଗତକାଲି ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରର ଏକ ବୁଦା ଭିତରୁ ଏକ ସ୍କୁଟିକୁ ପୋଲିସ ଠାବ କରିଛି । ସ୍କୁଟିଟିକୁ ଚୋରି କରି କେହି ଦୁବୃର୍ତ୍ତ ଏଠି ରଖିଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ସ୍କୁଟିର ମାଲିକ ଗେଟ୍ ସରୋବରପଡାର ବହ୍ମାନନ୍ଦ ଦୁସୁରାଙ୍କୁ ଖବର ଦେଇଥିବା ଜଣାପଡିଛି ।
Prev Post