oom

ଅପରାଜିତାଙ୍କ ‘ୟୁଥ୍‌ ଫର୍‌ ଆକ୍ସନ’ରେ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ସନ୍ତୋଷ କୁମାର ପଟ୍ଟନାୟକ ମନୋନୀତ

jsmm

ବଲାଙ୍ଗିର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତତ୍ୱାବଧାନରେ ଗଢା ଯାଇଥିବା ସାମାଜିକା ସଂଗଠନ ‘ୟୁଥ୍‌ ଫର୍‌ ଆକ୍ସନ’ରେ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିବା ବେଳେ ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସାଂସଦ ଅପରାଜିତା ଷଡଙ୍ଗୀ ଯୋଗେଦେଇ ନୂତନ ପଦାଧିକାରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

jittmm
Leave A Reply

Your email address will not be published.