ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓଙ୍କ ବିଭିନ୍ନ ଧାନ ବିକ୍ରୟ କେନ୍ଦ୍ର ପରିଦର୍ଶନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହ ଦେଓ ବଲାଙ୍ଗୀର ସଦର ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହା ସହ ବିଭିନ୍ନ ଧାନ ବିକ୍ରୟ କେନ୍ଦ୍ରକୁ ଯାଇ ଧାନ ମଣ୍ଡି ଗୁଡ଼ିକର ସ୍ଥିତି ପରଖି ଥିବା ଜଣାପଡ଼ିଛି ।

Leave A Reply

Your email address will not be published.