ପିଇଓ ବ୍ଲକ ସଂଘ ଗଠିତ

ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଳକରେ କାର୍ଯ୍ୟରତ ପିଇଓମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ରୁଦ୍ର ପ୍ରସାଦ ଷଡଙ୍ଗୀ, ସମ୍ପାଦକ ଅମିତ କୁମାର ଭୂଷଣ, କୋଷାଧ୍ୟକ୍ଷ ଚୈତନ ନାୟକ, ପରାମର୍ଶଦାତା ଭାବେ ଜଗନ୍ନାଥ ମେଲେକା ସର୍ବସମତି କ୍ରମେ ମନୋନୀତ ହୋଇଛନ୍ତି । ଏହି ବୈଠକରେ ମୋହନ ଗୌଡ଼, ଏ ପି ଚେଟି, ପୂର୍ଣ୍ଣ ସାହୁ ଯୋଗ ଦେଇଥିଲେ ।

Leave A Reply

Your email address will not be published.