ଆମରଣ ଅନଶନକୁ ବଲାଙ୍ଗିର କେଶରୀୟା ହିନ୍ଦୁ ବାହିନୀର ସମ୍ପୂର୍ଣ୍ଣ ସମର୍ଥନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ୧୦ ଦଫା ଦାବୀ ନେଇ ଓଡିଶା ଅଭିଭାବକ ମହାସଂଘ ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲା । ତେବେ ଏହାକୁ ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଯାଇଥିବା ବେଳେ ଏଥିରେ କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ ଭୋଳ‌ଙ୍କ ସହ ଅନ୍ୟ କାର୍ୟ୍ୟକର୍ତ୍ତା ସମୂହ ଯୋଗାଦନ କରିଥିଲେ ।

Leave A Reply

Your email address will not be published.