centurian jitm

ବିଦାୟୀ ଏସପିଙ୍କୁ ଚାଷୀ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ର ବିଦାୟୀ ପୁଲିସ ଆରକ୍ଷୀ ପଦ୍ମିନୀ ସାହୁଙ୍କୁ ବରଗଡ଼ ଜିଲ୍ଲା ଚାଷୀ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଂଘର ସଭାପତି ଜୟକୃଷ୍ଣ ସାହୁ, ସଂପାଦକ କିଶୋର ଚନ୍ଦ୍ର ଦେବତା, ରବିନ୍ଦ୍ର ବିଶି, ଆଶୁତୋଷ ଆଚା, ମୁକେଶ ମୁରାରି କେଡିଆ, ହେମା, ସୁଜିତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.