ଡବ୍ଲୁଓଡିସି ସଦସ୍ୟଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ମୁରିବାହାଲ, (କେପିଏନ୍‌ଏସ୍‌) : ଡବ୍ଲୁଓଡିସି ସଦସ୍ୟ ତଥା ରାଜ୍ୟ ବିଜେଡି ସମ୍ପାଦକ ହଂସରାଜ ଜୈନଙ୍କୁ ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି, ସିରୋଲ ଓ ବାଙ୍କେଲ ପଞ୍ଚାୟତରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସରପଞ୍ଚ, ସମିତି ସଭ୍ୟ, ୱାର୍ଡସଭ୍ୟ ସହିତ ବହୁ ବିଜେଡି କର୍ମୀ ତାଙ୍କୁ ବାଇକ ଶୋଭାଯାତ୍ରାରେ ନେଇଥିଲେ । ଏଥିରେ ମୁରିବାହାଲ ଓ ବଙ୍ଗୋମୁଣ୍ଡା ବ୍ଲକର ବିଜେଡି କର୍ମର ଦିଲୀପ ପୃଷ୍ଟି, ପୂର୍ବ ଉପାଧ୍ୟକ୍ଷା ସୁନ୍ଦରମତୀ ବାଗ, ଦିଲ୍ଲୀପ ମହାନ୍ତି, ସଭାନ୍ରେତୀ ରଜନୀ ବାଗ, ପ୍ରତିମା ଆଚାରୀ, ଦିଲ୍ଳୀପ ଭୋଇ, ଦୁଲେ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.