oom

ଜିଲ୍ଲା ଯୁବ କୁଲୁତା ସମାଜ ଓ ନେହେରୁ ଯୁବ କେନ୍ଦ୍ର ତରଫରୁ ସଫେଇ ଅଭିଯାନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୁୁଲ୍ୟରେ ଆଜି ବଲାଙ୍ଗିର ସଦର ବ୍ଲକ ନିକଟସ୍ଥ ଏଗ୍ରିକଲଚର କଲୋନି ଓ ବଲାଙ୍ଗିର ସହରାଂଚଳ କଲେଜ ଛକ ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ କ୍ଲିନ ଇଣ୍ଡିଆ ୩.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ନରସିଂହା କୁମାର, କାର୍ଯ୍ୟକ୍ରମ ସହାୟକ ବିପିନ ବିହାରୀ ଜେନା, ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ, ଦିନେଶ ପ୍ରଧାନ, ଅସୀତ ରଂଜନ ସାହୁ, ଶଙ୍କର ସାହୁ ତଥା ଜିଲ୍ଲାର ସମସ୍ତ ବ୍ଲକର ନେହେରୁ ଯୁବ କେନ୍ଦ୍ର ଓ ଯୁବ କୁଲୁତା ସମାଜର ସଦସ୍ୟଗଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.