୪୬ଟି ଟ୍ରେନରେ ୯୨ଟି ସାଧାରଣ ଶ୍ରେଶୀ କୋଚ୍ ଲଗାଯାଇଛି

  • ଆଉ ୨୨ଟି ଟ୍ରେନରେ ମଧ୍ୟ ଏହି ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ରହିଛି

ଭୁବନେଶ୍ୱର, (ପିଆଇବି) : ଭାରତୀୟ ରେଳବାଇ ସାଧାରଣ ବର୍ଗର ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ୪୬ଟି ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ଦୂରତା ଅତିକ୍ରମ କରୁଥିବା ଟ୍ରେନ୍‌ରେ ୯୨ଟି ନୂଆ ସାଧାରଣ ଶ୍ରେଣୀର କୋଚ୍ ଲଗାଇ କୋଚ୍ ସଂଖ୍ୟା ବୃଦ୍ଧି କରିଛି । ଏହାବ୍ୟତୀତ ଅନ୍ୟ ୨୨ଟି ଟ୍ରେନ୍‌କୁ ଚିହ୍ନଟ କରାଯାଇଛି ଏବଂ ଖୁବ୍ ଶୀଘ୍ର ସେଥିରେ ଅତିରିକ୍ତ ସାଧାରଣ ଶ୍ରେଣୀ କୋଚ୍ ଲଗାଇବାକୁ ଯୋଜନା କରାଯାଇଛି ।
ଯେଉଁ ଟ୍ରେନ୍ ଗୁଡ଼ିକରେ ଅତିରିକ୍ତ କୋଚ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି, ସେଗୁଡ଼ିକ ମଧ୍ୟରେ ନିମ୍ନଲିଖିତଗୁଡିକ ଅନ୍ତର୍ଭୁକ୍ତ:
• ୧୫୬୩୪/୧୫୬୩୩ ଗୌହାଟୀ ବିକାନେର ଏକ୍ସପ୍ରେସ,
• ୧୫୬୩୧/୧୫୬୩୨ ଗୌହାଟୀ ବାରମେର ଏକ୍ସପ୍ରେସ,
• ୧୫୬୩୦/୧୫୬୨୯ ସିଲଘାଟ ଟାଉନ ତାମ୍ବରାମ ନଗାଓଁ ଏକ୍ସପ୍ରେସ,
• ୧୫୬୪୭/୧୫୬୪୮ ଗୌହାଟୀ ଲୋକମାନ୍ୟ ତିଳକ ଏକ୍ସପ୍ରେସ,
• ୧୫୬୫୧/୧୫୬୫୨ ଗୌହାଟୀ ଜାମ୍ମୁ ତାୱି ଏକ୍ସପ୍ରେସ,
• ୧୫୬୫୩/୧୫୬୫୪ ଗୌହାଟୀ ଜାମ୍ମୁ ତାୱି ଏକ୍ସପ୍ରେସ,
• ୧୫୬୩୬/୧୫୬୩୫ ଗୌହାଟୀ ଓଖା ଏକ୍ସପ୍ରେସ,
• ୧୨୫୧୦/୧୨୫୦୯ ଗୌହାଟୀ ବେଙ୍ଗାଲୁରୁ ସୁପରଫାଷ୍ଟ ଏକ୍ସପ୍ରେସ,
• ୧୫୯୦୯/୧୫୯୧୦ ଦିିବ୍ରୁଗଡ଼ ଲାଲଗଡ଼ ଅବଧ ଆସାମ ଏକ୍ସପ୍ରେସ,
• ୨୦୪୧୫/୨୦୪୧୬ ବାରାଣସୀ ଇନ୍ଦୋର ସୁପର ଫାଷ୍ଟ ଏକ୍ସପ୍ରେସ,
• ୨୦୪୧୩/୨୦୪୧୪ କାଶୀ ମହାକାଳ ବାରାଣସୀ ଇନ୍ଦୋର ସୁପରଫାଷ୍ଟ ଏକ୍ସପ୍ରେସ,
• ୧୩୩୫୧/୧୩୩୫୨ ଧାନବାଦ ଆଲାପୁଜା ଏକ୍ସପ୍ରେସ,
• ୧୪୧୧୯/୧୪୧୨୦ କାଠଗୋଦାମ ଡେରାଡୁନ ଏକ୍ସପ୍ରେସ,
• ୧୨୯୭୬/୧୨୯୭୫ ଜୟପୁର ମହୀଶୂର ସୁପରଫାଷ୍ଟ ଏକ୍ସପ୍ରେସ,
• ୧୭୪୨୧/୧୭୪୨୨ ତିରୁପତି କୋଲ୍ଲାମ ଏକ୍ସପ୍ରେସ,
• ୧୨୭୦୩/୧୨୭୦୪ ହାୱଡା ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ,
• ୧୨୨୫୩/୧୨୨୫୪ ବେଙ୍ଗାଲୁରୁ ଭାଗଲପୁର ଏକ୍ସପ୍ରେସ,
• ୧୬୫୨୭/୧୬୫୨୮ ଯଶବନ୍ତପୁର କନ୍ନୁର ଏକ୍ସପ୍ରେସ,
• ୧୬୨୦୯/୧୬୨୧୦ ଆଜମେର ମହୀଶୂର ଏକ୍ସପ୍ରେସ,
• ୧୨୭୦୩/୧୨୭୦୪ ହାୱଡା ସିକନ୍ଦରାବାଦ ଏକ୍ସପ୍ରେସ,
• ୧୬୨୩୬/୧୬୨୩୫ ମହୀଶୂର ଟୁଟିକୋରିନ ଏକ୍ସପ୍ରେସ,
• ୧୬୫୦୭/୧୬୫୦୮ ଯୋଧପୁର ବେଙ୍ଗାଲୁରୁ ଏକ୍ସପ୍ରେସ,
• ୨୦୬୫୩/୨୦୬୫୪ କେଏସଆର ବେଙ୍ଗାଲୁରୁ ସିଟି ବେଲଗାଭି ସୁପରଫାଷ୍ଟ ଏକ୍ସପ୍ରେସ,
• ୧୭୩୧୧/୧୭୩୧୨ ଚେନ୍ନାଇ ସେଣ୍ଟ୍ରାଲ ହୁବଳି ସୁପରଫାଷ୍ଟ ଏକ୍ସପ୍ରେସ,
• ୧୨୨୫୩/୧୨୨୫୪ ବେଙ୍ଗାଲୁରୁ ଭାଗଲପୁର ଅଙ୍ଗ ଏକ୍ସପ୍ରେସ,
• ୧୬୫୫୯/୧୬୫୯୦ ବେଙ୍ଗାଲୁରୁ ସିଟି ସାଙ୍ଗଲି ରାଣୀ ଚେନ୍ନାମ୍ମା ଏକ୍ସପ୍ରେସ,
• ୦୯୮୧୭/୦୯୮୧୮ କୋଟା ଜଙ୍କସନ ଦାନପୁର ସୁପରଫାଷ୍ଟ ଏକ୍ସପ୍ରେସ,
• ୧୯୮୧୩/୧୯୮୧୪ କୋଟା ସିରସା ଏକ୍ସପ୍ରେସ,
• ୧୨୯୭୨/୧୨୯୭୧ ଭାବନଗର ବାନ୍ଦ୍ରା ଟର୍ମିନସ ସୁପରଫାଷ୍ଟ ଏକ୍ସପ୍ରେସ,
• ୧୯୨୧୭/୧୯୨୧୮ ଭେରାଭାଲ ଜଙ୍କସନ ମୁମ୍ବାଇ ବାନ୍ଦ୍ରା ଭେରାଭାଲ ଜଙ୍କସନ ସୌରାଷ୍ଟ୍ର ଜନତା ଏକ୍ସପ୍ରେସ,
• ୨୨୯୫୬/୨୨୯୫୫ ମୁମ୍ବାଇ ବାନ୍ଦ୍ରା – ଭୁଜ କଚ୍ଛ ସୁପରଫାଷ୍ଟ ଏକ୍ସପ୍ରେସ,
• ୨୦୯୦୮/୨୦୯୦୭ ଭୁଜ ଦାଦର ସୟାଜୀ ନଗରୀ ସୁପରଫାଷ୍ଟ ଏକ୍ସପ୍ରେସ,
• ୧୧୩୦୧/୧୧୩୦୨ ମୁମ୍ବାଇ ବେଙ୍ଗାଲୁରୁ ଉଦୟନ ଏକ୍ସପ୍ରେସ,
• ୧୨୧୧୧/୧୨୧୧୨ ମୁମ୍ବାଇ ଅମରାବତୀ ସୁପରଫାଷ୍ଟ ଏକ୍ସପ୍ରେସ,
• ୧୨୧୩୯/୧୨୧୪୦ ଛତ୍ରପତି ଶିବାଜୀ ଟର୍ମିନାଲ ନାଗପୁର ସେବାଗ୍ରାମ ଏକ୍ସପ୍ରେସ
ଏହି ସମସ୍ତ ଟ୍ରେନରେ ଏହି ଅତିରିକ୍ତ କୋଚ୍ ସାଧାରଣ ଲୋକଙ୍କୁ ଯାତ୍ରାରେ ବହୁତ ଆଶ୍ୱସ୍ତି ପ୍ରଦାନ କରିବ

Leave A Reply

Your email address will not be published.