ସଡ଼କ ଦୁର୍ଘଟଣାରେ ବୋଲେରୋ ଡ୍ରାଇଭର ମୃତ

ବଣାଇ : ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେଲା ବୋଲେରୋ । ବଣାଇ ଥାନା ଜକେଇକଲାରେ ବିଳମ୍ବିତ ରାତିରେ ଘଟିଛି ଏଭଳି ଭୟାବହ ଦୁର୍ଘଟଣା । ଘଟଣାସ୍ଥଳରୁ ଡ୍ରାଇଭରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପୋଲିସ୍‌ ମେଡିକାଲ୍‌ ପଠାଇଥିବା ଜଣାପଡିଛି ।

Leave A Reply

Your email address will not be published.