ହଳଦୀ ମଣ୍ଡି ବୁଲି ଦେଖିଲେ ବିଜେଡି କୃଷକ ମୋର୍ଚ୍ଚା ସଭାପତି

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ହଳଦୀ ମଣ୍ଡିକୁ ଶୁକ୍ରବାର ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସଙ୍କ ନେତୃତ୍ୱରେ ଏକ ବିଜେଡି ପ୍ରତିନିଧି ଦଳ ପରିଦର୍ଶନ କରିଥିଲେ । ଧାନ ବିକ୍ରି ସମସ୍ୟା ନେଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଏଥିରେ ହଳଦୀ ପେକ୍ସ ସଭାପତି ହଳଧର ମହାକୁର, ଚାଷୀ ବୈଷ୍ଣବ ଯାନୀ, ନୀଳକଣ୍ଠ ମହାକୁର, ଗୋପାଳକୃଷ୍ଣ କମ୍ପ, ନୀଳାମ୍ବର ମାହାକୁର, ବ୍ରଜବନ୍ଧୁ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.