ସୁଦପଡାଠାରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁର ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରର ସୁଦପଡାଠାରୁ ଗତକାଲି ଉଦ୍ଧାର ହୋଇଥିବା ଏକ ନବଜାତ ଶିଶୁର ମୃତଦେହକୁ ବଲାଙ୍ଗିର ବିଙ୍ଗ ହ୍ୟୁାମନ ଫାଉଣ୍ଡେସନ ପକ୍ଷରୁ ସସମ୍ମାନରେ ପୁଇଁତଲାର ଏକ ପଡିଆ ଠାରେ ସତ୍କାର କରାଯାଇଥିବା ଜଣାପଡିଛି । ଏହି ମହାନ କାର୍ଯ୍ୟରେ ବିଙ୍ଗ ହ୍ୟୁାମନ ଫାଉଣ୍ଡେସନର ଅନେକ କର୍ମକର୍ତ୍ତା ଯୋଗଦାନ କରି ସହାଯ୍ୟ କରିଥିଲେ । ତେବେ ଜିଲ୍ଲାର ଏହି ନବଜାତ ଶିଶୁପୁତ୍ର ମାନଙ୍କ ମୃତଦେହ ବିଭିନ୍ନ ସ୍ଥାନରେ ପଡୁଥିବାରୁ ଏହାକୁ ନେଇ ବିଙ୍ଗ ହ୍ୟୁାମନ ଫାଉଣ୍ଡେସନର ସଭାବତି ସୋମାନାଥ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.