ହତ୍ୟାକାଣ୍ଡର ୧୩ ବର୍ଷ ପରେ କୋର୍ଟଙ୍କ ରାୟ : ଶେରଗଡ଼ ଥାନା ଏସ୍‌.ଆଇ. ମନୋରଞ୍ଜନ ମିଶ୍ର ହତ୍ୟା ଘଟଣାରେ ସୁଶାନ୍ତ ବେହେରାଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶେରଗଡ଼ ଥାନା ଏସ୍‌.ଆଇ. ମନୋରଞ୍ଜନ ମିଶ୍ର ହତ୍ୟା ଘଟଣାର ୧୩ ବର୍ଷ ପୂର୍ତ୍ତିରେ କୋର୍ଟ ରାୟ ପ୍ରକାଶ କରିଛନ୍ତି । ଆସିକା ଏଡି.ଜେ. ସୁଶାନ୍ତ ବେହେରାଙ୍କୁ ଆଜୀବନ ଜେଲ ଓ ଦୁର୍ଦ୍ଦାନ୍ତ ଅପରାଧୀ କୁହାଯାଉଥିବା ସୁନୀଲ ବେହେରାଙ୍କୁ ନିର୍ଦ୍ଦୋଷରେ କୋର୍ଟ ଖଲାସ କରିଛନ୍ତି । କୋର୍ଟରେ ଅନୁପସ୍ଥିତ ଥିବାରୁ ଅଭିଯୁକ୍ତ ସମୀର ମିଶ୍ର ବିରୋଧରେ ୱାରେଣ୍ଟ ଜାରୀ । ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡ଼ା ମକଦ୍ଧମା ପରିଚାଳନା କରୁଥିଲେ ।

Leave A Reply

Your email address will not be published.