jayashree

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ଅତିରିକ୍ତ ୬୧,୧୨୦ ଭାଏଲ ଲିପୋସୋମାଲ ଆମ୍ଫୋଟେରିସିନ-ବି – ଆବଣ୍ଟିତ : ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼

ନୂଆଦିଲ୍ଲୀ, (ପିଆଇବି) : ଗତକାଲି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ମ୍ୟୁକୋରମାଇକୋସିସ ଚିକିତ୍ସା ପାଇଁ ଅତିରିକ୍ତ ୬୧,୧୨୦ ଭାଏଲ ଲିପୋସୋମାଲ ଆମ୍ଫୋଟେରିସିନ-ବି ଇଞ୍ଜେକସନ୍ ପ୍ରଦାନ କରାଯାଇଥିବା କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼ ଘୋଷଣା କରିଛନ୍ତି । https://twitter.com/DVSadanandGowda/status/1407573989946318849?s=20
ମ୍ୟୁକୋରମାଇକୋସିସ ରୋଗୀଙ୍କ ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ ସାରା ଦେଶରେ ପ୍ରାୟ ୭.୯ ଲକ୍ଷ ଭାଏଲ ଇଞ୍ଜେକସନ୍ ଆବଣ୍ଟିତ ହୋଇସାରିଛି ବୋଲି ରସାୟନ ଓ ସାର ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.