ପତ୍ରାପାଲି ଗାଁରେ ଗୌରା ପୂଜା

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ପଡିଆ ବାହାଲ ପଞ୍ଚାୟତ ପତ୍ରାପାଲି ଗାଁରେ ମହାସମାରୋହରେ ଗୌରା ପୂଜା ପାଳିତ ହୋଇଯାଇଛି । କଳଙ୍ଗା ସମ୍ପ୍ରଦାୟ ପକ୍ଷରୁ ଏହି ପୂଜା କରାଯାଇଥିଲା । ପୂଜାରେ ଗାଁର ଗୌନ୍ତିଆ ଜୟଚନ୍ଦ୍ର ପଧାନ ଓ ସ୍ତ୍ରୀ ହେମଲତା ପଧାନ କର୍ତ୍ତା ରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.