ବ୍ରହ୍ମପୁର : ଏମକେସିଜି ମେଡିକାଲରୁ ପୁଣି ବ୍ରହ୍ମପୁର ଜେଲ୍କୁ ଫେରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । କଡ଼ା ସୁରକ୍ଷା ବଳୟରେ ବିକ୍ରମଙ୍କୁ ବ୍ରହ୍ମପୁର ଜେଲ୍ ସ୍ଥାନାନ୍ତର କରାଯାଇଛି । ୫ ଦିନ ହେଲା ଏମକେସିଜିରେ ଭର୍ତ୍ତି ହୋଇଥିଲେ । ବିକ୍ରମଙ୍କ ଗଲ୍ ବ୍ଲାଡର ଷ୍ଟୋନ, ପାଇଲ୍ସ, ଦାନ୍ତରେ ଯନ୍ତ୍ରଣା ଥିବା ଯୋଗୁଁ ୫ ଦିନ ହେଲା ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ ।
Prev Post