ଦେଓଗାଁ ଚିନିକଳ ପରିଦର୍ଶନ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ସାଗରପାଲି କଲୋନି ନିକଟରେ ଥିବା ବିଜୟାନନ୍ଦ ସମବାୟ ଚିନିକଳ ଠାରେ ଜିଲ୍ଲାପାଳ ଗୌରସ୍ୱ ଶିବାଜୀ ଇସଲୱାର କାରଖାନା ପରିଦର୍ଶନ କରିଛନ୍ତି । କାରଖାନା ପରିସର ବୁଲି କାରଖାନାର ବିଭିନ୍ନ ଯନ୍ତ୍ରପାତି ତଥା ସ୍ଥିତିର ଅନୁଧ୍ୟାନ କରିଥିଲେ । ଡ଼ିଆର୍‌ସିଏସ୍‌, ବଲାଙ୍ଗିର ପ୍ରଦୀପ ବରିହା ଏବଂ ଜେନେରାଲ ମ୍ୟାନେଜର ବିଜୟାନନ୍ଦ ସମବାୟ ଚିନିକଳ ସପ୍ତଦଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.