ପିଆର୍ ହାଇସ୍କୁଲର ବ୍ୟାଡମିଣ୍ଟନ ଷ୍ଟାଡିୟମକୁ ପରିଦର୍ଶନ କରି କାର୍ଯ୍ୟ ନିରୀକ୍ଷଣ କଲେ ବିଧାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଆର୍ ହାଇସ୍କୁଲର ବ୍ୟାଡମିଣ୍ଟନ ଷ୍ଟାଡିୟମକୁ ଆଜି ସକାଳୁ ସକାଳୁ ପରିଦର୍ଶନ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ତେବେ ଏଠାରେ ଆଗାମୀ ଦିନରେ ହେବାକୁ ଥିବା ଓଡ଼ିଶା ସିନିୟର୍ ଷ୍ଟେଟ ଚାମ୍ପିୟନସିପ୍‌ ମ୍ୟାଚ୍ ସକାଶେ ହେଉଥିବା ସିନ୍ଥେଟିକ୍ ମ୍ୟାଟ୍ ବିଛା କାର୍ଯ୍ୟର ନିରୀକ୍ଷଣ କରିଛନ୍ତି ବିଧାୟକ ନରସିଂହ ମିଶ୍ର ।

Leave A Reply

Your email address will not be published.