ଗଗନ ବାବାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ସାପ୍ତାହିକ ବଜାର ରାସ୍ତାରେ ଆଶ୍ରମ କରିରେ ରହୁଥିବା ବାବା ଗଗନ ବିହାରୀ ସ୍ୱାଇଁ (୮୭) ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ କାରଣରୁ ସେ ଅସୁସ୍ଥ ଥିଲେ । ଶେଷ ସମୟରେ ପୁତୁରା ଭବାନୀ ଶଙ୍କର ସ୍ୱାଇଁ, ନିମାଇଁ ଚରଣ ସ୍ୱାଇଁ, ସଚ୍ଚିଦାନନ୍ଦ ସ୍ୱାଇଁ, ରାଜକୁମାର ସ୍ୱାଇଁ, ବିଜୟ କୁମାର ସ୍ୱାଇଁ, ପରିବାର ଓ ବନ୍ଧୁ ବାନ୍ଧବ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ । ଆଶ୍ରମ ନିକଟରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଭବାନୀ ଶଙ୍କର ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.