ଧର୍ମ ପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚିମିନିଭାଟିପଡା ନିବାସୀ ଧର୍ମ ପରାୟଣା ମହିଳା ଭାଗ୍ୟବତୀ ମିଶ୍ର(୮୨)ଙ୍କ ପରଲୋକ ହୋଇଯାଇଥିବା ଖବର ମିଳିଛି । ଶିକ୍ଷକ ନେତା ଭବାନୀ ଶଙ୍କର ମିଶ୍ରଙ୍କ ମାତା ଭାଗ୍ୟବତୀ ଜଣେ ମିଷ୍ଟଭାଷୀ ଓ ଧର୍ମ ପରାୟଣା ମହିଳା ଭାବେ ବେଶ୍‌ ଜଣାଶୁଣା ଥିଲେ । ତାଙ୍କ ଶେଷକୃତ୍ୟ ସ୍ଥାନୀୟ ବିଭୁତିପଡାସ୍ଥିତ ଶ୍ମଶାନରେ କରାଟିବ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.