ଶତାୟୁ ପୁରୁଷଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ମହୁଖଣ୍ଡ ଗ୍ରାମର ଶତାୟୁ ପୁରୁଷ ଗଜରାଜ କର୍ଣ୍ଣ (୧୦୦) ବର୍ଷ ବାର୍ଦ୍ଧକ୍ୟ ଜନିତ କାରଣରୁ ଆଜି ପରଲୋକ ହୋଇଯାଇଛି । ସେ ସମ୍ବାଦିକ ବିଜୟ କର୍ଣ୍ଣଙ୍କ ପିତା ଅଟନ୍ତି । ସେ ତାଙ୍କ ପରିବାରକୁ ଛାଡ଼ି ଚାଲିଗଲେ । ଗାଁ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରିୟା କରାଯାଇଥିଲା । ତାଙ୍କର ବଡ଼ ପୁଅ ଅକ୍ଷୟ କର୍ଣ୍ଣ ମୁଖ୍ୟଗ୍ନି ଦେଇଥିଲେ ।

Leave A Reply

Your email address will not be published.