oom

ବନ ମହୋତ୍ସବ ସପ୍ତାହ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ତରଫରୁ ଭଗବାନ ବିଦ୍ୟା ମନ୍ଦିର ଖୁଜେନପାଲି ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଜର୍ଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଡକ୍ଟର ପବିତ୍ର ମୋହନ ସାମଲ, ସ୍ପେସିଆଲ୍‌ ଜର୍ଜ ଭିଜିଲାନ୍ସ ମଳୟ ରଞ୍ଜନ ଦାସ, ଜର୍ଜ ଫ୍ୟାମିଲି କୋର୍ଟ ବିକ୍ରମ କେଶରୀ ପଟ୍ଟନାୟକ, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜର୍ଜ ପ୍ରିୟରଞ୍ଜନ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ ମିସ୍‌ ସୁନନ୍ଦା ପାଢୀ, ରେଜିଷ୍ଟ୍ରାର ସିଭିଲ କୋର୍ଟ ଚରଣଜିତ ଓରାମ, ବରିଷ୍ଠ ଦେୱାନୀ ନ୍ୟାୟଧୀଶ ଆଶି କୁମାର ସାହୁ, ଅତିରିକ୍ତ ବରିଷ୍ଠ ଦେୱାନୀ ନ୍ୟାୟାଧୀଶ ଅନ୍ନପୂର୍ଣ୍ଣା ଷଡଙ୍ଗୀ, ବରିଷ୍ଠ ଦେୱାନୀ ନ୍ୟାୟଧୀଶ କମେର୍‌ସିଆଲ୍‌ କୋର୍ଟ ବୈଶାଳୀ ନାୟକ, ସବ୍‌ ଡିଭିଜନାଲ୍‌ ବିଚାର ବିଭାଗୀୟ ମାଜିଷ୍ଟେଟ୍‌ ମିସ୍‌ ଦୀପା ରାଣୀ ଜେନା, ଦେୱାନୀ ନ୍ୟାୟାଧୀଶ କନିଷ୍ଠ ସୁମିତ ପାଣିଗ୍ରାହୀ, ଜେଏମ୍‌ଏଫ୍‌ସି ଲକ୍ଷ୍ମୀ ବେହେରା, ପ୍ରୋବେସର ମାଜିଷ୍ଟେଟ ଅର୍ଘ୍ୟ ମିଶ୍ର, ବନ ବିଭାଗୀୟ ଅଧିକାରୀ ସୁଦର୍ଶନ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା, କୋର୍ଟ ମ୍ୟାନେଜର ସୁମନ ଆଚାର୍ଯ୍ୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନିଲ କୁମାର ଯୋଷୀ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ବୃନ୍ଦ ଓ ବନ କର୍ମଚାରୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପବିତ୍ରାନନ୍ଦ ପ୍ରଧାନ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.