କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ପ୍ରବଳ ବର୍ଷା ସତ୍ୱେ ହର୍ଷ ଉଲ୍ଲାସର ସହ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବ୍ଲକ ସଦରଠାରେ ଅଧ୍ୟକ୍ଷା ଶ୍ରୀମତୀ କୁନି ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ରିଷିଡା ପଂଚାୟତରେ ସରପଞ୍ଚ ସେବତୀ ରଣା, ଗଜବାହାଲ ପଂଚାୟତରେ ସରପଞ୍ଚ ଅରବିନ୍ଦ ଗହୀର, ପୌରକେଲାଠାରେ ସରପଞ୍ଚ ଯଶୋସ୍ୱିନୀ ଧରୁଆ, ରିଷିଡା ପେକ୍ସରେ ସଭାପତି ଗୋକୁଳ ମାଝୀ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

Leave A Reply

Your email address will not be published.