ବଲାଙ୍ଗିର ଟାଉନ ଥାନାରେ ଯୋଗଦେଲେ ନୂତନ ଆଇଆଇସି ଅବନୀ କୁମାର ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନାରେ ଯୋଗଦେଲେ ନୂତନ ଆଇଆଇସି ଅବନୀ କୁମାର ସାହୁ । ଏହା ପୂର୍ବରୁ ସେ ଟିଟିଲାଗଡ଼ ଧାନାରେ ଥାନା ଅଧିକାରୀ ଭାବରେ ଅବସ୍ଥାପିତ ଥିଲେ । ସେଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ କରିବା ଦିଗରେ ସେ ସଫଳତା ହାସଲ କରିଥିଲେ । ଏବେ ବଲାଙ୍ଗିର ଟାଉନ ଥାନାକୁ ଆସି ଥାନାଅଧିକରୀ ଭାବରେ ଦାୟିତ୍ୱ ନେବା ପରେ ବଲାଙ୍ଗିର ଟାଉନଥାନା ଅଞ୍ଚଳରେ ଅପରାଧ ଦମନ କ୍ଷେତ୍ରରେ ତାଙ୍କ ବିଶେଷ ଯୋଗଦାନ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ଆଶା କରାଯାଉଛି ।

Leave A Reply

Your email address will not be published.