oom

ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ସମ୍ପନ୍ନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏନ୍‌ଆର୍‌ଟିଏସ୍‌ (ଜାତୀୟ ଗ୍ରାମାଂଚଳ ମେଧାବୃତ୍ତି) ପରୀକ୍ଷା-୨୦୨୦ ମଙ୍ଗଳବାର ସକାଳ ୧୦ ଘ. ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲାରେ ୮ଟି କେନ୍ଦ୍ର ଯଥା- ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର କେନ୍ଦ୍ରରେ ୧୩୪ ଜଣ, ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର କେନ୍ଦ୍ରରେ ୭୬ ଜଣ, ରମାଇ ହାଇସ୍କୁଲ, ପାଟଣାଗଡ଼ କେନ୍ଦ୍ରରେ ୮୯, ଡି.ଆର୍‌.ଏମ୍‌. ଉଚ୍ଚ ବିଦ୍ୟାଳୟ, ବେଲପଡାରେ ୮୫ ଜଣ, ଉକ୍ରଳମଣୀ ଉଚ୍ଚ ବିଦ୍ୟାଳୟ, ସାଲେଭଟା କେନ୍ଦ୍ରରେ ୧୮୦ ଜଣ, ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ଦେଓଗାଁରେ ୧୨୩ ଜଣ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଟିଟିଲାଗଡ କେନ୍ଦ୍ରରେ ୧୧୨ ଜଣ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, କଣ୍ଟାବାଞ୍ଜି କେନ୍ଦ୍ରରେ ୯୮ ଜଣ ଏହିପରି ସମୁଦାୟ ୮୯୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏଥିରେ ଯେଉଁମାନେ କୃତକାର୍ଯ୍ୟ ହେବେ ସରକାରଙ୍କ ତରଫରୁ ମାସିକ ବୃତ୍ତି ପାଇବେ ।

jittmm
Leave A Reply

Your email address will not be published.