oum

ରିଷିଡା ସରପଞ୍ଚ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସମାଜସେବିକା ପୁଣ୍ୟପ୍ରଭା ରଣା

jsm

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡା ପଂଚାୟତର ସରପଞ୍ଚ ଭାବେ ଉଚ୍ଚଶିକ୍ଷିତା ଯୁବ ସମାଜସେବିକା ପୁଣ୍ୟପ୍ରଭା ରଣା ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ରିଷିଡା ମାଟିର ସର୍ବାଙ୍ଗୀନ ବିକାଶ ପାଇଁ ବଦ୍ଧପରିକର ବୋଲି ପ୍ରକାଶ କରିଛନ୍ତି । ତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ପ୍ରକାଶ ଥାଉକି ଶ୍ରୀମତୀ ରଣା ଅଂଚଳର ଖ୍ୟାତନାମା ସାମ୍ବାଦିକ ସ୍ବର୍ଗତ ରାଜୀବ ଲୋଚନ ରଣାଙ୍କ ବୋହୁ ଅଟନ୍ତି ।

Leave A Reply

Your email address will not be published.