om academy

ପୌରପାଳିକା, କାଉନସିଲ ଏବଂ ପ୍ରଶାସନ ଫଳସାପତ୍ରୀପଡ଼ାଠାରେ ମୁହାଁମୁହିଁ

jsm

ବଲାଙ୍ଗିର, (କେପିଏନ୍ଏସ୍‌) : ପୌରପାଳିକା କାଉନସିଲ ଏବଂ ପ୍ରଶାସନ ଫଳସାପତ୍ରୀପଡ଼ାଠାରେ ମୁହାଁମୁହିଁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଫଳସାପତ୍ରୀପଡ଼ାଠାରେ ପ୍ରଶାସନ ତରଫରୁ ୨୪ ଘଣ୍ଟାର ସମୟ ଦେଇ ଆଜି ଉଚ୍ଛେଦ କାମ ଚାଲୁଥିବା ବେଳେ ଏହାକୁ ନେଇ ସ୍ଥାନୀୟ ପଡ଼ାବାସୀ ମାନେ ବିରୋଧ କରିଥିଲେ । ଅନ୍ୟପଟେ ଖବର ପାଇ ପୌରାଞ୍ଚଳର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ କାଉନସିଲର ମାନେ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଥାଇଥାନ ପରେ ଉଚ୍ଛେଦ କରିବା ପାଇଁ କହି ସମୟ ଦେବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ କହିଥିଲେ ।

Leave A Reply

Your email address will not be published.