ଗଛରେ ଝୁଲୁଛି ଯୁବତୀଙ୍କ ମୃତ ଶରୀର ଓଡିଶା By Koshala Prabaha On Tuesday 11th January 2022, 11:02 am Share ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଛତାମଖନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନ୍ଧପାଲିରୁ ଚାରବାହାଲି ଯାଇଥିବା ମୁଖ୍ୟ ରାସ୍ତାକଡରେ ଜଣେ ଯୁବତୀଙ୍କ ମୃତ ଶରୀର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ମୃତ ଯୁବତୀ ଜଣକ ଚାରବାହାଲି ଗ୍ରାମର ବୋଲି ଜଣାପଡିଛି। balangir news