ମୋ ପରିବାର ତରଫରୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ତତ୍ବାବଧାନରେ ଓଡିଶା ସରକାରଙ୍କ ତରଫରୁ ଆଜି ବ୍ରହ୍ମପୁର ୨୫ନମ୍ବର ୱାର୍ଡ ଶାସ୍ତ୍ରୀ ନଗରରେ ଶୁଖିଲା ରାସନ ସାମଗ୍ରୀ କରାଯାଇଛି । ଏହିପରି ବ୍ରହ୍ମପୁରର ପ୍ରତି ୱାର୍ଡରେ ରାସନ ସାମଗ୍ରୀ ବଣ୍ଟା ଯିବ ବୋଲି ଶ୍ରୀ ସାଂସଦ କହିଛନ୍ତି ।

Leave A Reply

Your email address will not be published.