ଭୋଟର ତାଲିକାରେ ନାଁ ନଥିବାରୁ ବୁଥରୁ ଫେରିଗଲେ ଶତାଧିକ ମତଦାତା ଓଡିଶା By Koshala Prabaha On Thursday 24th February 2022, 11:45 am Share ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ବ୍ଲକ (ଖ) ଜୋନ ସାନପତ୍ରାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଲେଇକେରା ଗାଁରେ ସଂଶୋଧିତ ଭୋଟର ତାଲିକାରେ ନାଁ ନଥିବାରୁ ନିଜର ମତଦାନ ଅଧିକାର ସାବ୍ୟସ୍ତ କରି ନପାରି ବୁଥରୁ ମତଦାତାମାନେ ଫେରିଯାଇଥିବା ଜଣାପଡିଛି । ଏହି ବିଷୟକୁ ନେଇ ଅସନ୍ତୋଷ ଦେଖାଦେଇଛି । sundargarh news