ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀସ୍କୁଲ ଫି ହ୍ରାସ ବିଷୟରେ ମତାମତ ଦେଲେ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍କୁଲ ଫି ହ୍ରାସ ବିଷୟରେ ମତାମତ ଦେଇଛ‌ନ୍ତି । ସେ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ତଦାରଖ କରାଯିବ ଓ ଉଚ୍ଚନ୍ୟାୟାଳୟର ନିେ‌ର୍ଦ୍ଦଶ ଅନୁସାରେ ପରବ‌ର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛ‌ନ୍ତି ଗଣଶିକ୍ଷା ମନ୍ତ୍ରୀ ।

Leave A Reply

Your email address will not be published.