ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘମେଳା ଆରମ୍ଭ

ଢେଙ୍କାନାଳ, (ତାପସ ଦାସ) : ଆଜି ମାଘ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପ୍ରାତଃ ବ୍ରାହ୍ମମୁହୂର୍ତ୍ତରୁ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘମେଳା ଆରମ୍ଭ ହେବାକୁ ଯାଉଛି । ଆଜି ସଂଧ୍ୟା ୫.୩୦ ମିନିଟ୍‌ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କରାଯିବାର ସୂଚନା ରହିଛି । ଜଗତ ଭକତର ମଙ୍ଗଳ ପାଇଁ ମହିମା ସାଧୁ ସଧନ୍ୟାସୀମାନେ ସେଠାରେ ପହଂଚି ଝାଡ଼ଦୀପ ପ୍ରଜ୍ୱଳନ କରିବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.